Advertisment

ବାଲୁକା କଳା ମାଧ୍ୟମରେ ଉତ୍କଳ ଦିବସର ଶୁଭେଚ୍ଛା

ପୁରୀ: ପବିତ୍ର ଉତ୍କଳ ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ଶୁଭେଚ୍ଛା ଜଣାଇଛନ୍ତି। Greetings on the occasion of #UtkalaDibasa . My SandArt at Puri beach in Odisha. #BandeUtkalJanani. pic.twitter.com/GcI09BUlDt — Sudarsan Pattnaik (@sudarsansand) 1 April 2018 Greetings on the occasion of #UtkalaDibasa . My SandArt […]

author-image
Otv Khabar Bureau
ବାଲୁକା କଳା ମାଧ୍ୟମରେ ଉତ୍କଳ ଦିବସର ଶୁଭେଚ୍ଛା

utkal dibasa

ପୁରୀ: ପବିତ୍ର ଉତ୍କଳ ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକାକଳା ସ୍ଥାପନ କରାଯାଇଛି। ଏହି ଅବସରରେ ସମସ୍ତ ରାଜ୍ୟବାସୀଙ୍କୁ ନିଜ ବାଲୁକାକଳା ମାଧ୍ୟମରେ ସେ ଶୁଭେଚ୍ଛା ଜଣାଇଛନ୍ତି।

Advertisment

Advertisment

ଏପଟେ ଉତ୍କଳ ଦିବସ ପାଇଁ ଗତକାଲିଠୁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର। ସବୁଠି ଉତ୍ସାହ, ସବୁଠି ଉତ୍ସବମୁଖର ପରିବେଶ। ବିଭିନ୍ନ ଆଲୋକମାଳାରେ ଝଟକିଥିଲା ରାଜଧାନୀର ବିଭିନ୍ନ ବିଲ୍ଡିଂ।

ସଚିବାଳୟ, ବିଧାନସଭା, ଭାରତୀୟ ରିଜର୍ଭ ବ୍ୟାଙ୍କ ସମେତ ବିଭିନ୍ନ କୋଠାକୁ ରଂଗୀନ ଆଲୋକ ମାଳାରେ ସଜାଯାଇଛି। ତାସହ ରାସ୍ତା କଡ଼ରେ ମଧ୍ୟ ଦେଖିବାକୁ ମିଳିଛି ରଂଗୀନ ଆଲୋର ଛିଟା।

Odisha Sudarsan Pattnaik Sand Artist Sudarsan Pattnaik Utkal Dibasa Sand Art On Utkal Dibasa
Advertisment
Advertisment