Advertisment

ଗର୍ଭବତୀଙ୍କୁ ଡକାୟତମାନେ ଗୋଇଠା ମାରିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ଗାଁରେ ଅମାନବୀୟ ଘଟଣା।  ଲୁଟ୍ ବେଳେ ଜଣେ ୭ମାସର ଗର୍ଭବତୀଙ୍କୁ ଡକାୟତମାନେ ଗୋଇଠା ମାରିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗର୍ଭବତୀ ଜଣକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି।  ଗତ ୧୧ତାରିଖରେ ଏହି ଘଟଣା ଘଟିଛି। ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

author-image
Otv Khabar Bureau
ଗର୍ଭବତୀଙ୍କୁ ଡକାୟତମାନେ ଗୋଇଠା ମାରିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ

pregent woman kicked

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଦୋଷିଆ ଗାଁରେ ଅମାନବୀୟ ଘଟଣା।  ଲୁଟ୍ ବେଳେ ଜଣେ ୭ମାସର ଗର୍ଭବତୀଙ୍କୁ ଡକାୟତମାନେ ଗୋଇଠା ମାରିବାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି।

Advertisment

ଦୁର୍ବୃତ୍ତଙ୍କ ଆକ୍ରମଣରେ ଗର୍ଭବତୀ ଜଣକ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଛନ୍ତି।  ଗତ ୧୧ତାରିଖରେ ଏହି ଘଟଣା ଘଟିଛି।

ଅନ୍ୟପକ୍ଷରେ, ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।

Kendrapara Pregnant Woman Kicked Pregnant Woman Loses Baby
Advertisment
Advertisment