Advertisment

ଉଷସୀଙ୍କୁ ଦୁର୍ବ୍ୟବହାର ଘଟଣାରେ ୨ ଗିରଫ

ଭୁବନେଶ୍ୱର: ଅନୁଗୁଳରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିଥିବା ସୂଚନା ମିଳିଛି। ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରାକୁ ପୋଲିସ ଗିରଫ କରିଥିଲା। ଗତ ୨୨ ତାରିଖ ରାତିରେ ଏକ ଯାତ୍ରା ପରିବେଷଣ ପାଇଁ ଉଷସୀ ଯାଇଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ହୋଇଥିଲା। ତା’ ପରଦିନ ସକାଳେ ଉଷସୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ୨୩ ତାରିଖ ରାତିରେ […]

author-image
Otv Khabar Bureau
ଉଷସୀଙ୍କୁ ଦୁର୍ବ୍ୟବହାର ଘଟଣାରେ ୨ ଗିରଫ

usasi

ଭୁବନେଶ୍ୱର: ଅନୁଗୁଳରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଇନ୍ଦ୍ରମଣି ସାହୁ ଓ ତାଙ୍କ ପୁଅକୁ ଗିରଫ କରିଥିବା ସୂଚନା ମିଳିଛି।

Advertisment

ପୂର୍ବରୁ ଇନ୍ଦ୍ରମଣିଙ୍କ ଡ୍ରାଇଭର ଦୁଷ୍ମନ୍ତ ବେହେରାକୁ ପୋଲିସ ଗିରଫ କରିଥିଲା। ଗତ ୨୨ ତାରିଖ ରାତିରେ ଏକ ଯାତ୍ରା ପରିବେଷଣ ପାଇଁ ଉଷସୀ ଯାଇଥିବା ବେଳେ ତାଙ୍କୁ ଦୁର୍ବ୍ୟବହାର ହୋଇଥିଲା।

ତା’ ପରଦିନ ସକାଳେ ଉଷସୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ୨୩ ତାରିଖ ରାତିରେ ପୋଲିସ ଇନ୍ଦ୍ରମଣିଙ୍କ ଡ୍ରାଇଭରକୁ ଗିରଫ କରିଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଧରାପଡିନଥିବାରୁ ଉଷସୀ ଓ ସିନେ କଳାକାର ସଂଘ ଗତକାଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଭେଟିଥିଲେ।

Advertisment
Usasi Misra
Advertisment
Advertisment