Advertisment

ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍‌ ବାବୁ

ନୟାଗଡ଼: ଖାକି ପୋଷାକରେ ଦାଗ। ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍‌ ବାବୁ। ନୟାଗଡ଼ ଜିଲ୍ଲାରେ ଏପରି କଳଙ୍କିତ ଘଟଣା ଘଟିଛି। ସୂଚନା ଅନୁସାରେ, ପୀଡ଼ିତା ନାବାଳିକାଙ୍କ ବାପା ମାନସିକ ଅନଗ୍ରସର। ମାଆ କେଉଁଆଡ଼େ ଚାଲି ଯାଇଛନ୍ତି। ଏହାର ସୁଯୋଗ ନେଇ ଏଏସ୍‌ଆଇ ନାବାଳିକା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ନାବାଳିକା ଜଣକ ୫ ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣା ସମ୍ପର୍କରେ […]

author-image
Otv Khabar Bureau
ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍‌ ବାବୁ

representational image

ନୟାଗଡ଼: ଖାକି ପୋଷାକରେ ଦାଗ। ରକ୍ତ ସମ୍ପର୍କର ଝିଆରୀକୁ ବି ଛାଡ଼ିଲେ ନାହିଁ ପୁଲିସ୍‌ ବାବୁ। ନୟାଗଡ଼ ଜିଲ୍ଲାରେ ଏପରି କଳଙ୍କିତ ଘଟଣା ଘଟିଛି।

Advertisment

ସୂଚନା ଅନୁସାରେ, ପୀଡ଼ିତା ନାବାଳିକାଙ୍କ ବାପା ମାନସିକ ଅନଗ୍ରସର। ମାଆ କେଉଁଆଡ଼େ ଚାଲି ଯାଇଛନ୍ତି। ଏହାର ସୁଯୋଗ ନେଇ ଏଏସ୍‌ଆଇ ନାବାଳିକା ଝିଆରୀକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ବର୍ତ୍ତମାନ ନାବାଳିକା ଜଣକ ୫ ମାସର ଗର୍ଭବତୀ ଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ସେ ଧମକ ଦେଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଫତେଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା (ପୁଲିସ) ବାବୁଙ୍କୁ ହେପାଜତକୁ ନେଇ ତଦନ୍ତ ଚଳାଇଛି।

Advertisment

ସେପଟେ ଷଡ଼ଯନ୍ତ୍ର କରି ତାଙ୍କ ସ୍ୱାମୀଙ୍କୁ ଫସାଇ ଦିଆଯାଇଥିବା ଏଏସ୍‌ଆଇଙ୍କ ପତ୍ନୀ କହିଛନ୍ତି।

Advertisment
Advertisment