Advertisment

ଆଜିଠୁ ମୋଦିଙ୍କ ଚୀନ ଗସ୍ତ

ନୂଆଦିଲ୍ଲୀ : ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହ ଅଣ-ଆନୁଷ୍ଠାନିକ ଆଲୋଚନା କରିବେ। ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ଆଲୋଚନା ବେଳେ ଉଦ୍ୟମ ହେବ। ଦୁଇ ଦିନିଆ ଗସ୍ତ ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ କିମ୍ବା ମିଳିତ ପ୍ରେସ୍‌ କନଫରେନସ କରାଯିବ ନାହିଁ ବୋଲି ଚୀନର […]

author-image
Otv Khabar Bureau
ଆଜିଠୁ ମୋଦିଙ୍କ ଚୀନ ଗସ୍ତ

ନୂଆଦିଲ୍ଲୀ : ଆଜି ଦୁଇ ଦିନିଆ ଚୀନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ କାଳରେ ସେ ଚୀନ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହ ଅଣ-ଆନୁଷ୍ଠାନିକ ଆଲୋଚନା କରିବେ।

Advertisment

ଡୋକଲାମ ବିବାଦ ପରଠାରୁ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି। ତେଣୁ ଏହାର ସମାଧାନ ପାଇଁ ଆଲୋଚନା ବେଳେ ଉଦ୍ୟମ ହେବ। ଦୁଇ ଦିନିଆ ଗସ୍ତ ବେଳେ କୌଣସି ଚୁକ୍ତି ସ୍ୱାକ୍ଷରିତ କିମ୍ବା ମିଳିତ ପ୍ରେସ୍‌ କନଫରେନସ କରାଯିବ ନାହିଁ ବୋଲି ଚୀନର ବୈଦେଶିକ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଜୁନ ମାସରେ ସାଂଘାଇ କୋ ଅପରେସନ୍ ଅର୍ଗାନାଇଜେସନ୍ ସମିଟ୍ ପୂର୍ବରୁ ଏହି ଆଲୋଚନାର ବେଶ ଗୁରୁତ୍ୱ ରହିଛି।

Advertisment
PM Modi
Advertisment
Advertisment