/odishatv-khabar/media/post_attachments/uploadimage/library/16_9/16_9_0/berahampur-1_1626434283.jpg)
berahampur
ବ୍ରହ୍ମପୁର: ବ୍ରହ୍ମପୁରର ନୂତନ ଏସ୍ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ପିନାକ ମିଶ୍ର। ଏହାପୂର୍ବରୁ ସେ ସୁନ୍ଦରଗଡ଼ ଏସ୍ପି ଥିଲେ। ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଆଶିଷ କୁମାର ସିଂଙ୍କୁ ପଦୋନ୍ନତି ଦିଆଯିବା ପରେ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି।
Advertisment
ଗତକାଲି କାର୍ଯ୍ୟରେ ଯୋଗଦେବା ପରେ ବ୍ରହ୍ମପୁର ପୋଲିସର ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସେ ବ୍ରହ୍ମପୁର ସହରରେ ପିପୁଲ୍ ଫ୍ରେଣ୍ଡ୍ଲି ପୋଲିସିଂ ବ୍ୟବସ୍ଥା ଏବଂ ଟ୍ରାଫିକ୍ ସମସ୍ୟାର ସମାଧାନ ଉପରେ ଫୋକସ୍ ରହିବ ବୋଲି କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)