Advertisment

ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ

ବାଲେଶ୍ୱର  : ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ସହରର ପଢୁଆଁପଦା ବିଦ୍ୟୁତ୍‌ ମାର୍ଗର ମାନସ ରଂଜନ ମହାନ୍ତି ମେଡ଼ିକାଲର ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ। ତେବେ ତାଙ୍କ ମୁହଁରେ ଲାଗିଥିବା ବିଦ୍ୟୁତ୍‌ ଅକ୍ସିଜେନ ବଦଳାଇ ସିଲିଣ୍ଡର ଅକ୍ସିଜେନ ଲଗାଇବା ବେଳେ ସିଲିଣ୍ଡର ଫାଟିଯାଇଥିଲା। ଏଥିରେ ମାନସ ଅାହତ ହୋଇଥିଲେ । ସିଲିଣ୍ଡର ଫାଟିବା ଶବ୍ଦରେ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ […]

author-image
Otv Khabar Bureau
ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ

cylinder-UP

ବାଲେଶ୍ୱର  : ଅକ୍ସିଜେନ ସିଲିଣ୍ଡର ଫାଟି ରୋଗୀ ଅାହତ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ ସହରର ପଢୁଆଁପଦା ବିଦ୍ୟୁତ୍‌ ମାର୍ଗର ମାନସ ରଂଜନ ମହାନ୍ତି ମେଡ଼ିକାଲର ମେଡ଼ିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ।

Advertisment

ତେବେ ତାଙ୍କ ମୁହଁରେ ଲାଗିଥିବା ବିଦ୍ୟୁତ୍‌ ଅକ୍ସିଜେନ ବଦଳାଇ ସିଲିଣ୍ଡର ଅକ୍ସିଜେନ ଲଗାଇବା ବେଳେ ସିଲିଣ୍ଡର ଫାଟିଯାଇଥିଲା। ଏଥିରେ ମାନସ ଅାହତ ହୋଇଥିଲେ । ସିଲିଣ୍ଡର ଫାଟିବା ଶବ୍ଦରେ କର୍ମଚାରୀମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ ।

Advertisment
Advertisment