Advertisment

ଓସ୍କାର ଚିଟଫଣ୍ଡ ଠକେଇର ଅନ୍ୟତମ ଅଭିଯୁକ୍ତ ଦୀପକ ଖତ୍ରି ଗିରଫ

ଭୁବନେଶ୍ୱର : ଓସ୍କାର ଚିଟଫଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା କମ୍ପାନୀର ସୁରତ ଶାଖା ମୁଖ୍ୟ ଦୀପକ ଖତ୍ରି ଗିରଫ। ତାକୁ ସୁରତ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ଅଭିଯୋଗ ଅନୁସାରେ ଓସ୍କାର କମ୍ପାନୀର ଏମ୍‌ଡି ଓ ସିଏମ୍‌ଡିଙ୍କ ଠାରୁ ପାଓ୍ୱାର ଅଫ୍ ଆଟର୍ଣ୍ଣି ନେଇ କମ୍ପାନିର ସଂପତ୍ତି ବିକ୍ରି କରୁଥିଲା ଦୀପକ। ଜମାକାରୀଙ୍କୁ ଟଙ୍କା ଫେରାଇବା ବଦଳରେ ସେ ନିଜେ ସେହି ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ରହିଛି। ଓସ୍କାର ଚିଟଫଣ୍ଡ ଠକେଇ ପଦାକୁ […]

author-image
Otv Khabar Bureau
ଓସ୍କାର ଚିଟଫଣ୍ଡ ଠକେଇର ଅନ୍ୟତମ ଅଭିଯୁକ୍ତ ଦୀପକ ଖତ୍ରି ଗିରଫ

oscar

ଭୁବନେଶ୍ୱର : ଓସ୍କାର ଚିଟଫଣ୍ଡର ଅନ୍ୟତମ ଅଭିଯୁକ୍ତ ତଥା କମ୍ପାନୀର ସୁରତ ଶାଖା ମୁଖ୍ୟ ଦୀପକ ଖତ୍ରି ଗିରଫ। ତାକୁ ସୁରତ ପୋଲିସ ୭ ଦିନିଆ ରିମାଣ୍ଡରେ ନେଇଛି।

Advertisment

ଅଭିଯୋଗ ଅନୁସାରେ ଓସ୍କାର କମ୍ପାନୀର ଏମ୍‌ଡି ଓ ସିଏମ୍‌ଡିଙ୍କ ଠାରୁ ପାଓ୍ୱାର ଅଫ୍ ଆଟର୍ଣ୍ଣି ନେଇ କମ୍ପାନିର ସଂପତ୍ତି ବିକ୍ରି କରୁଥିଲା ଦୀପକ। ଜମାକାରୀଙ୍କୁ ଟଙ୍କା ଫେରାଇବା ବଦଳରେ ସେ ନିଜେ ସେହି ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ ରହିଛି।

ଓସ୍କାର ଚିଟଫଣ୍ଡ ଠକେଇ ପଦାକୁ ଆସିବା ପରଠାରୁ ଫେରାର ଥିଲା ଦୀପକ। ସୁରତ ଅଞ୍ଚଳରେ ରହୁଥିବା ଓଡ଼ିଆଙ୍କ ଠାରୁ ଓସ୍କାର ଚିଟଫଣ୍ଡ କମ୍ପାନୀ ପ୍ରାୟ ୫ ଶହ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି।

Advertisment
Surat Deepak Khatri Oscar Chit Fund Scam
Advertisment
Advertisment