Advertisment

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ଭୁବନେଶ୍ୱର: ପ୍ରଫେସରଙ୍କ  ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ।  ଭୁବନେଶ୍ୱର OUATର ଡାଇରେକ୍ଟର କ୍ଲିନିକ ମନୋରଞ୍ଜନ ଦାଶଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ ଆସିଥିବା ନେଇ ଅଭିଯୋଗ ହୋଇଛି। ହେଲେ ଏପଟେ କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ପ୍ରଫେସର।  ଏଥିସହ ଚକ୍ରାନ୍ତର ଶିକାର ହୋଇଥାଇ ପାରେ। ଏ ନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି ବୋଲି କହିଛନ୍ତି ପ୍ରଫେସର ମନୋରଞ୍ଜନ।  ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି ବୋଲି ମଧ୍ୟ ସେ କହିଛନ୍ତି।

author-image
Otv Khabar Bureau
ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

facebook

ଭୁବନେଶ୍ୱର: ପ୍ରଫେସରଙ୍କ  ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ।  ଭୁବନେଶ୍ୱର OUATର ଡାଇରେକ୍ଟର କ୍ଲିନିକ ମନୋରଞ୍ଜନ ଦାଶଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ ଆସିଥିବା ନେଇ ଅଭିଯୋଗ ହୋଇଛି।

Advertisment

ହେଲେ ଏପଟେ କେଉଁ ପରିସ୍ଥିତିରେ ଏପରି ହୋଇଛି ମୁଁ ଜାଣିନାହିଁ ବୋଲି କହିଛନ୍ତି ସମ୍ପୃକ୍ତ ପ୍ରଫେସର।  ଏଥିସହ ଚକ୍ରାନ୍ତର ଶିକାର ହୋଇଥାଇ ପାରେ। ଏ ନେଇ ମୁଁ ପ୍ରଥମେ OUAT ଭିସିଙ୍କୁ ଜଣାଇବି ବୋଲି କହିଛନ୍ତି ପ୍ରଫେସର ମନୋରଞ୍ଜନ।  ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେବି ବୋଲି ମଧ୍ୟ ସେ କହିଛନ୍ତି।

Facebook OUAT
Advertisment
Advertisment