Advertisment

ବଢ଼ିବନି ବିଦ୍ୟୁତ ଦର

ଭୁବନେଶ୍ୱର: ଏବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ ଦର।  ଗତବର୍ଷ ଭଳି ଏବର୍ଷ ବି ଶୁଳ୍କ ଅପରିବର୍ତ୍ତିତ ରହିବ ବୋଲି OERC ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି। ଘରୋଇ, କୃଷି, ଶିଳ୍ପ ଆଦି ସମସ୍ତ କ୍ଷେତ୍ରପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ। ସେହିଭଳି ଡିଜିଟାଲ ପେମେଣ୍ଟ କଲେ ୧% ରିହାତି ମଧ୍ୟ ମିଳିବ। ଗୋଟିଏ ଆର୍ଥିକ ବର୍ଷରେ ୧୧ ମାସ  ପର୍ଯ୍ୟନ୍ତ ରିହାତି ଅବଧିରେ ବିଲ୍ ଦେଲେ ଶେଷ ମାସକୁ ରିହାତିରେ ଡବଲ ଛାଡ ମିଳିବ ବୋଲି […]

author-image
Otv Khabar Bureau
ବଢ଼ିବନି ବିଦ୍ୟୁତ ଦର

electricity

ଭୁବନେଶ୍ୱର: ଏବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ ଦର।  ଗତବର୍ଷ ଭଳି ଏବର୍ଷ ବି ଶୁଳ୍କ ଅପରିବର୍ତ୍ତିତ ରହିବ ବୋଲି OERC ନିର୍ଦ୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ ସୂଚନା ଦେଇଛନ୍ତି।

Advertisment

ଘରୋଇ, କୃଷି, ଶିଳ୍ପ ଆଦି ସମସ୍ତ କ୍ଷେତ୍ରପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ।

ସେହିଭଳି ଡିଜିଟାଲ ପେମେଣ୍ଟ କଲେ ୧% ରିହାତି ମଧ୍ୟ ମିଳିବ। ଗୋଟିଏ ଆର୍ଥିକ ବର୍ଷରେ ୧୧ ମାସ  ପର୍ଯ୍ୟନ୍ତ ରିହାତି ଅବଧିରେ ବିଲ୍ ଦେଲେ ଶେଷ ମାସକୁ ରିହାତିରେ ଡବଲ ଛାଡ ମିଳିବ ବୋଲି କହିଛନ୍ତି OERC ନିର୍ଦ୍ଦେଶକ।

OERC Electricity Electricity Tariffs Electricity Tariffs For Retail Supply Power Tariffs
Advertisment
Advertisment