/odishatv-khabar/media/post_attachments/uploadimage/library/16_9/16_9_0/akash-ambani_1626433914.jpg)
akash ambani
ମୁମ୍ବାଇ: ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ। ତାଙ୍କ ସ୍କୁଲ ସହପାଠୀ ଥିବା ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବେ ଆକାଶ।
Advertisment
/odishatv-khabar/media/post_attachments/wp-content/uploads/2018/03/ambani-2.jpg)
ଶ୍ଲୋକ ହେଉଛନ୍ତି ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ସାନ ଝିଅ। ଆସନ୍ତା ଡିସେମ୍ବରରେ ଉଭୟଙ୍କ ବିବାହ ହେବା ଲାଗି ଦିନ ଧାର୍ଯ୍ୟ ହୋଇଛି।
/odishatv-khabar/media/post_attachments/wp-content/uploads/2018/03/ambani-1.jpg)
ଏପରିକି ଏମାନଙ୍କ ଏନଗେଜମେଣ୍ଟ ଶନିବାର ଗୋଆରେ ସରିଥିବା କଥା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ତେବେ ଗତକାଲି ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ଆକାଶ ଓ ଅମ୍ବାନୀ ପରିବାର ସହ ଶ୍ଲୋକଙ୍କୁ ଦେଖିବାକୁ ମିଳିଥିଲା।
Advertisment
ଆକାଶ ଓ ଶ୍ଲୋକଙ୍କ ସହ ବାପା ମୁକେଶ ଓ ମା ନୀତା ଆମ୍ବାନୀଙ୍କ ପରିବାରର ଅନ୍ୟ ସଦସ୍ୟ ମଧ୍ୟ ସିଦ୍ଧି ବିନାୟକ ମନ୍ଦିର ପରିଦର୍ଶନ କରିଥିଲେ।
Mukesh Ambani
Akash Ambani Marriage
Mukesh Ambani Eldest Son Akash Ambani
Mukesh Ambani Son
Mukesh Ambani Son Marriage
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)