Advertisment

ଯୁବକଙ୍କୁ ଛୁରୀ ଭୁସି ହତ୍ୟା

କଟକ:କଟକ ଗୋବିନ୍ଦପୁରରେ ହତ୍ୟାକାଣ୍ଡ। ଯୁବକଙ୍କୁ ଘରୁ ଡାକି ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁ କାନ୍ଦୁରା ଭୋଇ। ଗତକାଲି ମଧ୍ୟରାତିରେ ଗୋବିନ୍ଦଙ୍କୁ କେତେକ ଦୁର୍ବୃତ୍ତ ଘରୁ ଡାକି ନେଇ ହତ୍ୟା କରିଥିବା ତାଙ୍କ ପରିବା ଲୋକେ ଅଭିଯୋଗ କରିଛନ୍ତି। ତେବେ କାନ୍ଦୁରାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେ ସ୍ପଷ୍ଟ ହୋଇନି। ଏପଟେ ଅଭିଯୁକ୍ତକୁ ଗିରଫ ଦାବିରେ ଗୋବିନ୍ଦପୁର-କଟକ ରାସ୍ତାରୋକ କରିଛନ୍ତି […]

author-image
Otv Khabar Bureau
ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ctc murder

କଟକ:କଟକ ଗୋବିନ୍ଦପୁରରେ ହତ୍ୟାକାଣ୍ଡ। ଯୁବକଙ୍କୁ ଘରୁ ଡାକି ନେଇ ଛୁରି ଭୁସି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ହେଉଛନ୍ତି ଗୋବିନ୍ଦପୁର ଥାନା ଅନ୍ତର୍ଗତ କଜଳପୁର ଗାଁ କାନ୍ଦୁରା ଭୋଇ।

Advertisment

ଗତକାଲି ମଧ୍ୟରାତିରେ ଗୋବିନ୍ଦଙ୍କୁ କେତେକ ଦୁର୍ବୃତ୍ତ ଘରୁ ଡାକି ନେଇ ହତ୍ୟା କରିଥିବା ତାଙ୍କ ପରିବା ଲୋକେ ଅଭିଯୋଗ କରିଛନ୍ତି। ତେବେ କାନ୍ଦୁରାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେ ସ୍ପଷ୍ଟ ହୋଇନି।

ଏପଟେ ଅଭିଯୁକ୍ତକୁ ଗିରଫ ଦାବିରେ ଗୋବିନ୍ଦପୁର-କଟକ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ।

Advertisment
Cuttack Miscreants Stab Youth To Death
Advertisment
Advertisment