Advertisment

ବସ୍ ଭିତରେ ପଶି ମହିଳାଙ୍କୁ ଅସଦାଚରଣ କଲେ ମାତାଲ ବରଯାତ୍ରୀ

ସୋର: ରୋଷଣୀ ବେଳେ ବସ୍‌କୁ ସାଇଡ୍ ଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି।  ସୋର ଥାନା ଅନ୍ତର୍ଗତ ଗୁଡ୍‌ ଛକରେ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ। ସେହି ସମୟରେ ରିସେପସନ୍‌ ଭୋଜି ଖାଇ ପ୍ରାୟ ୬୦ଜଣ ଯାତ୍ରୀ ସେହି ରାସ୍ତାରେ ଫେରୁଥିଲେ। ତେବେ ସାଇଡ୍ ଦେବା ପାଇଁ ବରଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ବସ୍‌କୁ ଛାଡି ନଥିଲେ। ଏହାକୁ ନେଇ ବରଯାତ୍ରୀଦଳ ଓ ବସ୍‌ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ୪/୫ଜଣ ମାତାଲ […]

author-image
Otv Khabar Bureau
ବସ୍ ଭିତରେ ପଶି ମହିଳାଙ୍କୁ ଅସଦାଚରଣ କଲେ ମାତାଲ ବରଯାତ୍ରୀ

coflict

ସୋର: ରୋଷଣୀ ବେଳେ ବସ୍‌କୁ ସାଇଡ୍ ଦେବାକୁ ନେଇ ମୁହାଁମୁହିଁ ପରିସ୍ଥିତି।  ସୋର ଥାନା ଅନ୍ତର୍ଗତ ଗୁଡ୍‌ ଛକରେ ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ ଯାଉଥିଲେ। ସେହି ସମୟରେ ରିସେପସନ୍‌ ଭୋଜି ଖାଇ ପ୍ରାୟ ୬୦ଜଣ ଯାତ୍ରୀ ସେହି ରାସ୍ତାରେ ଫେରୁଥିଲେ।

Advertisment

ତେବେ ସାଇଡ୍ ଦେବା ପାଇଁ ବରଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନେ ବସ୍‌କୁ ଛାଡି ନଥିଲେ। ଏହାକୁ ନେଇ ବରଯାତ୍ରୀଦଳ ଓ ବସ୍‌ ଯାତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ୪/୫ଜଣ ମାତାଲ ବରଯାତ୍ରୀ ବସ୍‌ ଭିତରେ ପଶି ମହିଳାମାନଙ୍କୁ ଅସଦାଚରଣ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି।

ପୋଲିସ ଆହତ ମାନଙ୍କୁ ଚିକିତ୍ସାପାଇଁ ସୋର ମେଡିକାଲରେ ଭର୍ତ୍ତି କରିଥିଲା।  ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଅଟକ ରଖିଛି।

Advertisment
Balasore Soro
Advertisment
Advertisment