Advertisment

ନାବାଳିକାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବୀରଭଞ୍ଜପୁର ସ୍ଥିତ ଚିଙ୍ଗୁଡ଼ି ଘେରିକୁ ଉଠାଇ ନେଇ ସଂପୃକ୍ତ ନାବାଳିକାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି। ମୁହଁରେ ଓଢ଼ଣୀ ବାନ୍ଧି ନାବାଳିକାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ସଂପୃକ୍ତ ନାବାଳିକାଙ୍କ ସମ୍ପର୍କୀୟ ଭିଣୋଇ ବୋଲି ସୂଚନା ମିଳିଛି। ତାଙ୍କୁ ତାଳଚୁଆ ମେରାଇନ୍ ଥାନା ପୋଲିସ ଅଟକ ରଖିଛି।

author-image
Otv Khabar Bureau
ନାବାଳିକାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ ଅଭିଯୋଗ

representationl image

କେନ୍ଦ୍ରାପଡ଼ା: ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଅନ୍ତର୍ଗତ ବୀରଭଞ୍ଜପୁର ସ୍ଥିତ ଚିଙ୍ଗୁଡ଼ି ଘେରିକୁ ଉଠାଇ ନେଇ ସଂପୃକ୍ତ ନାବାଳିକାଙ୍କୁ ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି।

Advertisment

ମୁହଁରେ ଓଢ଼ଣୀ ବାନ୍ଧି ନାବାଳିକାଙ୍କୁ ରାସ୍ତାରୁ ଟେକି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତ ଜଣକ ସଂପୃକ୍ତ ନାବାଳିକାଙ୍କ ସମ୍ପର୍କୀୟ ଭିଣୋଇ ବୋଲି ସୂଚନା ମିଳିଛି। ତାଙ୍କୁ ତାଳଚୁଆ ମେରାଇନ୍ ଥାନା ପୋଲିସ ଅଟକ ରଖିଛି।

Advertisment
Minor Girl Rape Minor Girl Raped
Advertisment
Advertisment