/odishatv-khabar/media/post_attachments/uploadimage/library/16_9/16_9_0/question-viral_1626431419.jpg)
question viral
ଢେଙ୍କାନାଳ: ଢେଙ୍କାନାଳରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ନେଇ ଚର୍ଚ୍ଚା। ଆଜି ଥିବା ଗଣିତ ପରୀକ୍ଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ରେ ବୁଲିବା ସୂଚନା ମିଳିଛି।
Advertisment
ପରୀକ୍ଷା ୯ଟା୩୦ରେ ଆରମ୍ଭ ହୋଇଥିଲା। ତେବେ ୯ଟା୫୪ରେ ଭାଇରାଲ୍ ହୋଇଥିବା ଚର୍ଚା ହେଉଛି। ଓଡ଼ାପଡ଼ା ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ଭାଇରାଲ୍ ହୋଇଥିବା ସୂଚନା ମିଳିଛି। ଉଲ୍ଲେଖନୀୟ ଯେ ,ପୂର୍ବରୁ ଓଡ଼ିଆ, ଇଂରାଜୀ ପ୍ରଶ୍ନପତ୍ର ମଧ୍ୟ ଭାଇରାଲ୍ ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)