Advertisment

ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ

ଭୁବନେଶ୍ୱର: ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ। ଗତରାତିରେ ମାଓବାଦୀ ମାନେ ବାଲିମାହା ଗାଁ ନିକଟରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଜାଳିଦେଇଥିବା ସୂଚନା ମିଳିଛି। ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସେଠାରେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।  କୁର୍ତ୍ତମଗଡ଼-ଗୁମୁଡୁମାହା ରାସ୍ତା କାମକୁ ବିରୋଧ କରି ଏହି ଲାଲ୍‌ବାହିନୀ ଏହି ଲଙ୍କାକାଣ୍ଡ କରିଥିବା ସୂଚନା ମିଳିଛି।

author-image
Otv Khabar Bureau
ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ

maoist torch tractor

ଭୁବନେଶ୍ୱର: ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ। ଗତରାତିରେ ମାଓବାଦୀ ମାନେ ବାଲିମାହା ଗାଁ ନିକଟରେ ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଜାଳିଦେଇଥିବା ସୂଚନା ମିଳିଛି।

Advertisment

ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସେଠାରେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।  କୁର୍ତ୍ତମଗଡ଼-ଗୁମୁଡୁମାହା ରାସ୍ତା କାମକୁ ବିରୋଧ କରି ଏହି ଲାଲ୍‌ବାହିନୀ ଏହି ଲଙ୍କାକାଣ୍ଡ କରିଥିବା ସୂଚନା ମିଳିଛି।

Phulbani Maoist
Advertisment
Advertisment