/odishatv-khabar/media/post_attachments/uploadimage/library/16_9/16_9_0/maoist-55_1626500269.jpg)
maoist
ଭବାନୀପାଟଣା: ଅପହରଣରୁ ଦୁଇ ଦିନ ପରେ ମୁକ୍ତ କଲେ ମାଓବାଦୀ। କଳାହାଣ୍ଡି ବିଜେପୁର ଥାନା ତ୍ରିଲୋଚନପୁରରୁ ଜଣେ ଗ୍ରାମରକ୍ଷୀଙ୍କ ସମେତ ୩ ଜଣଙ୍କୁ ଗତ ଶୁକ୍ରବାର ଉଠାଇ ନେଇଥିଲେ ମାଓବାଦୀ।
Advertisment
ଲାଖପଦର ଗାଁର ଗ୍ରାମରକ୍ଷୀ କ୍ଷେତ୍ର ହରିଜନ, ପୂର୍ବତନ ଗ୍ରାମରକ୍ଷୀ ବିଶିକେସନ ନାୟକ ଏବଂ ଅନ୍ୟ ୨ ଗ୍ରାମବାସୀ ବାବୁଲା ନାଏକ ଓ ରାଜୁ ନାଏକଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ।
ଜଙ୍ଗଲରେ ଦୁଇ ଦିନ ରଖିବା ପରେ ଆଜି ୪ ଜଣଙ୍କୁ ଛାଡିଦେଇଛନ୍ତି। ତେବେ ଏମାନଙ୍କୁ କ’ଣ ପାଇଁ ଅପହରଣ କରାଯାଇଥିଲା ତାହା ସ୍ପଷ୍ଟ ହୋଇନି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)