Advertisment

ଜାଣନ୍ତୁ କେଉଁ ଦଳରୁ ମାଓନେତା ସବ୍ୟସାଚୀ ପଣ୍ଡା ରାଜନୀତିକୁ ଆସିବେ

ଭୁବନେଶ୍ୱର:  ଆସନ୍ତା ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଜେଲରେ ଥିବା ମାଓନେତା ସବ୍ୟସାଚୀ ପଣ୍ଡା। ଏହି ସୂଚନା ଦେଇଛନ୍ତି ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା। କୌଣସି ଦଳୀୟ ଟିକେଟରେ ନୁହେଁ, ବରଂ ସ୍ୱାଧୀନ ଭାବେ ତାଙ୍କ ସ୍ୱାମୀ  ନିର୍ବାଚନରେ ଲଢ଼ିବେ ବୋଲି କହିଛନ୍ତି ଶୁଭଶ୍ରୀ। ସେ କହିଛନ୍ତି ଯେ, ସବ୍ୟସାଚୀ ନିର୍ବାଚନ ଲଢ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। ରାଜ୍ୟର ଯେ କୌଣସି ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିପାରନ୍ତି। କୌଣସି ମାମଲାରେ ସବ୍ୟସାଚୀ ଦୋଷୀ ସାବ୍ୟସ୍ତ […]

author-image
Otv Khabar Bureau
ଜାଣନ୍ତୁ କେଉଁ ଦଳରୁ ମାଓନେତା ସବ୍ୟସାଚୀ ପଣ୍ଡା ରାଜନୀତିକୁ ଆସିବେ

sabyasachi panda

ଭୁବନେଶ୍ୱର:  ଆସନ୍ତା ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ଜେଲରେ ଥିବା ମାଓନେତା ସବ୍ୟସାଚୀ ପଣ୍ଡା। ଏହି ସୂଚନା ଦେଇଛନ୍ତି ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା।

Advertisment

କୌଣସି ଦଳୀୟ ଟିକେଟରେ ନୁହେଁ, ବରଂ ସ୍ୱାଧୀନ ଭାବେ ତାଙ୍କ ସ୍ୱାମୀ  ନିର୍ବାଚନରେ ଲଢ଼ିବେ ବୋଲି କହିଛନ୍ତି ଶୁଭଶ୍ରୀ।

ସେ କହିଛନ୍ତି ଯେ, ସବ୍ୟସାଚୀ ନିର୍ବାଚନ ଲଢ଼ିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛନ୍ତି। ରାଜ୍ୟର ଯେ କୌଣସି ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚନ ଲଢ଼ିପାରନ୍ତି। କୌଣସି ମାମଲାରେ ସବ୍ୟସାଚୀ ଦୋଷୀ ସାବ୍ୟସ୍ତ ହୋଇ ନ ଥିବାରୁ ନିର୍ବାଚନ ଲଢିବାରେ ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି ସବ୍ୟସାଚୀଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା।

Advertisment
Maoist Leader Sabyasachi Panda Sabyasachi Panda Sabyasachi Panda Contest Election Subhashree Panda
Advertisment
Advertisment