Advertisment

କେନାଲରେ କାମ କଲାବେଳେ ଦଳିଦେଲା ଦନ୍ତା

ଢ଼େଙ୍କାନାଳ: ପୁଣି ମଣିଷକୁ ଦଳି ମାରିଦେଲା ହାତୀ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗଉଡ଼କାଟେଣୀ କେନାଲରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି।  ଗୌଡ଼କାଟେଣୀରେ ନିକଟରେ ଥିବା କେନାଲରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ ହାତି ଦଳି ମାରି ଦେଇଥିବା ଜଣାପଡିଛି।  ମୃତ ଶ୍ରମିକ ଜଣଙ୍କ ଘର କଟକ ଜିଲ୍ଲା ବାଙ୍କୀ ବରମପୁର ଗାଁରେ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ୨ […]

author-image
Otv Khabar Bureau
କେନାଲରେ କାମ କଲାବେଳେ ଦଳିଦେଲା ଦନ୍ତା

representational image

ଢ଼େଙ୍କାନାଳ: ପୁଣି ମଣିଷକୁ ଦଳି ମାରିଦେଲା ହାତୀଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଗଉଡ଼କାଟେଣୀ କେନାଲରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି। 

Advertisment

ଗୌଡ଼କାଟେଣୀରେ ନିକଟରେ ଥିବା କେନାଲରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କୁ ହାତି ଦଳି ମାରି ଦେଇଥିବା ଜଣାପଡିଛି।  ମୃତ ଶ୍ରମିକ ଜଣଙ୍କ ଘର କଟକ ଜିଲ୍ଲା ବାଙ୍କୀ ବରମପୁର ଗାଁରେ।

ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବରୁ ୨ ଦିନ ଦଳେ ୨ ଜଣଙ୍କୁ ଜଙ୍ଗଲୀ ହାତୀ ମାରି ଦେଇଥିଲା।

Advertisment
Dhenkanal Elephant Attack
Advertisment
Advertisment