Advertisment

ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

ବ୍ରହ୍ମପୁର : ବ୍ରହ୍ମପୁରରେ ଚାଞ୍ଚଲ୍ୟ। ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ହେଲେ ବ୍ରହ୍ମପୁର ମିଲେଟ୍ରି ଲାଇନ୍‌ର ପପିନା ବେହେରା। ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।  ତାଙ୍କ ନାଁ ରବିନ୍ଦ୍ର ବେହେରା। ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ମୃତ ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି।  ଘଟଣା ସ୍ଥଳରେ ପୁଲିସ ପହଁଚି ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

author-image
Otv Khabar Bureau
ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ

wife-dead-up

ବ୍ରହ୍ମପୁର : ବ୍ରହ୍ମପୁରରେ ଚାଞ୍ଚଲ୍ୟ। ସ୍ତ୍ରୀର ଗଳାକାଟି ହତ୍ୟା କଲା ସ୍ୱାମୀ। ମୃତ ମହିଳା ହେଲେ ବ୍ରହ୍ମପୁର ମିଲେଟ୍ରି ଲାଇନ୍‌ର ପପିନା ବେହେରା। ଘଟଣା ପରେ ମୃତ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଛନ୍ତି।  ତାଙ୍କ ନାଁ ରବିନ୍ଦ୍ର ବେହେରା।

Advertisment

ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ମୃତ ମହିଳାଙ୍କ ପୁଅ ଅଭିଯୋଗ କରିଛନ୍ତି।  ଘଟଣା ସ୍ଥଳରେ ପୁଲିସ ପହଁଚି ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Advertisment
Advertisment