Advertisment

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ଜଗତସିଂହପୁର: ଜଗତସିଂହପୁର ଏରସମାର ଗଡ଼ହରିଶପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କଟକ ବାଦାମବାଡ଼ିରୁ ଗିରଫ କଲା ଏରସମା ପୋଲିସ। ତା ନାଁ ଲାବା ମାନା ଓରଫ୍ କାଳିଆ।  ଗଡ଼ହରିଶପୁର ଗାଁରେ ନାବାଳିକାକୁ ଘରୁ ଟେକିନେଇ କାଜୁ ଜଙ୍ଗଲରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା। ସେପଟେ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

author-image
Otv Khabar Bureau
ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

minor girl rape

ଜଗତସିଂହପୁର: ଜଗତସିଂହପୁର ଏରସମାର ଗଡ଼ହରିଶପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ କଟକ ବାଦାମବାଡ଼ିରୁ ଗିରଫ କଲା ଏରସମା ପୋଲିସ।

Advertisment

ତା ନାଁ ଲାବା ମାନା ଓରଫ୍ କାଳିଆ।  ଗଡ଼ହରିଶପୁର ଗାଁରେ ନାବାଳିକାକୁ ଘରୁ ଟେକିନେଇ କାଜୁ ଜଙ୍ଗଲରେ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା।

ସେପଟେ ଏହି ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment
Jagatsinghpur Minor Girl Rape Jagatsinghpur Minor Girl Rape And Murder Jagatsinghpur Rape Jagatsinghpur Rape And Murder
Advertisment
Advertisment