/odishatv-khabar/media/post_attachments/uploadimage/library/16_9/16_9_0/loot_1626501676.jpg)
loot
ରାଉରକେଲା : ରାଉରକେଲାରେ ବଡଧରଣର ଲୁଟ୍। ଟୋଲ୍ ପ୍ଲାଜା କର୍ମଚାରୀଙ୍କଠାରୁ ୭ ଲକ୍ଷ ୮୦ ହଜାର ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି।
Advertisment
ଅଭିଯୋଗ ଅନୁଯାୟୀ, ଟୋଲ ପ୍ଲାଜା କର୍ମଚାରୀ ଟଙ୍କା ଡିପୋଜିଟ୍ ପାଇଁ ବ୍ୟାଙ୍କ ଯାଉଥିଲେ। ଏହି ସମୟରେ ଝଗରପୁର ପାଖରେ କର୍ମଚାରୀଙ୍କୁ ବନ୍ଧକୁ ଦେଖାଇ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍ କରିନେଇଛନ୍ତି। ଏନେଇ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)