/odishatv-khabar/media/post_attachments/uploadimage/library/16_9/16_9_0/loot_1626430463.jpg)
loot
ଜଳେଶ୍ୱର : ଭୁଜାଲିରେ ହାଣି ଜଣେ ଔଷଧ ଦୋକାନୀଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟି ନେବାର ଅଭିଯୋଗ । ଏଭଳି ଅଭିଯୋଗ ଅାସିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ । ଭୋଗରାଇ ଖଳାଗଡ଼ଇ ରାସ୍ତାରେ ଦୋକାନୀ ଜଣକ ଗତକାଲି ବାଇକରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଭୁଜାଲିରେ ହାଣି ତାଙ୍କ ଠାରୁ ବାଇକ, ସୁନା ଚେନ ଓ ମୁଦି ଲୁଟିନେଇଛନ୍ତି ।
Advertisment
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)