/odishatv-khabar/media/post_attachments/uploadimage/library/16_9/16_9_0/kuna-_1626504682.jpg)
kuna--
ଭୁବନେଶ୍ୱର : ଓଡିଆ ଫିଲ୍ମ ଓ ଟିଭି କଳାକାର କୁନା ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଲେ ରାଜ୍ୟ ସରକାର। ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ହେଲେ କୁନା। ମୁନ୍ନା ଖାଁଙ୍କ ଜାଗାରେ କୁନା ତ୍ରିପାଠୀ ନେଲେ ଦାୟିତ୍ୱ। ଏବେ ଏହି ଦାୟିତ୍ୱ କୁନାଙ୍କୁ ମିଳିବା ପରେ ମୁନ୍ନା କେବଳ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ରହିବେ।
Advertisment
ସୂଚନାଯୋଗ୍ୟ ଯେ, ଦୁଇବର୍ଷ ତଳେ ଯେତେବେଳେ ଓଲିଉଡର ବହୁ ଅଭିନେତା ବିଜେଡିରେ ମିଶିଲେ, ସେତେବେଳେ କୁନା ତ୍ରିପାଠୀ ମଧ୍ୟ ବିଜେଡିରେ ମିଶିଥିଲେ। ମିଶିବା ପରେ ସେ ବହୁ ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଛନ୍ତି। କିନ୍ତୁ ସେ ଏ ପର୍ଯ୍ୟନ୍ତ କୌଣସି ପଦ ପଦବୀରେ ରହିନଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)