/odishatv-khabar/media/post_attachments/uploadimage/library/16_9/16_9_0/vigilance_1626432427.jpg)
vigilance
କୋରାପୁଟ : ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ଯୋଗାଣ ଅଧିକାରୀ। ଜୟପୁରର ଜଣେ ମିଲର ପି ସନ୍ନମୁଖା ବାବୁଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଯୋଗାଣ ଅଧିକାରୀ ବଲ୍ଲଭ ଚନ୍ଦ୍ର ଦାସ।
Advertisment
ମିଲର ଜଣକ ୨୦୧୨ ଓ ୧୩ ବର୍ଷରେ କଷ୍ଟମ ବିଲ୍ ବାବଦକୁ ୨୨ ଲକ୍ଷ ଟଙ୍କା ପାଇବାର ଥିଲା। ତେବେ ଏହି ଚେକ୍ ଦେବା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ତାଙ୍କୁ ୫୦ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ।
ଗତକାଲି ସନ୍ଧ୍ୟା ସମୟରେ ସମ୍ପୃକ୍ତ ଯୋଗାଣ ଅଧିକାରୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଜାଲରେ ପଡିଯାଇଥିଲେ।
Advertisment
ଦେଖନ୍ତୁ ଏହି ଭିଡ଼ିଓ-
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)