/odishatv-khabar/media/post_attachments/uploadimage/library/16_9/16_9_0/karishma_1626430373.jpg)
karishma
ମୁମ୍ବାଇ: କୁହାଯାଏ ସେଲିବ୍ରେଟିମାନଙ୍କ ଲାଇଫ୍ ଏକ ଅଲଗା ଅନ୍ଦାଜର । ସେମାନଙ୍କର କଥାବାର୍ତ୍ତା, ଚାଲିଚଳନ , ବେଶଭୂଷା ଆଦିକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଏବେ ଏମିତି ଭାବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଲିଉଡ୍ ଅଭିନେତ୍ରୀ କରିସ୍ମା କପୁର ।
Advertisment
ଫେବୃଆରି ୧୫ରେ କରିସ୍ମା କପୁରଙ୍କ ବାପା ରଣଧିର କପୁରଙ୍କର ଥିଲା ଜନ୍ମଦିନ। ବାପାଙ୍କ ୭୧ତମ ଜନ୍ମଦିନରେ ଡିଜାଇନର୍ ବିଭୁ ମଲହୋତ୍ରାଙ୍କ ଡିଜାଇନ୍ ଡ୍ରେସ୍ ପିନ୍ଧି ପହଁଚିଲେ କରିସ୍ମା। ହାତରେ ଥିଲା ଦାମୀ ସ୍ଲିଙ୍ଗ ବ୍ୟାଗ। ଯାହାର ଦାମ୍ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। Gucci ବ୍ରାଣ୍ଡର ଏହି ବ୍ୟାଗର ଦାମ୍ ୩୨୦୦ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୨ଲକ୍ଷ ଟଙ୍କା।
ଏହି ପାର୍ଟିରେ କରିସ୍ମା କପୁରଙ୍କ ସହ ପୁରା କପୁର ପରିବାର ଉପସ୍ଥିତ ଥିଲେ । ପାର୍ଟିରେ ଦୁଇ ଭଉଣୀ କରିସ୍ମା ଓ କରିନା ବେଶ୍ ଖୁସି ନଜର ଆସୁଥିଲେ। ପାର୍ଟିରେ କରିନା ମଧ୍ୟ ଏକ ବ୍ଳାକ ଆଉଟ୍ଫିଟ୍ରେ ଥିଲେ। ଯେଉଁଥିରେ ସେ ମଧ୍ୟ ବେଶ୍ ସୁନ୍ଦର ଲାଗୁଥିଲେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)