Advertisment

ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ଦେଖନ୍ତୁ ମ୍ୟୁଜିୟମ୍‌ର ଫଟୋ

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ମେ ୧୮ ତାରିଖ, ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ବା ଇଣ୍ଟରନ୍ୟାସନାଲ ମ୍ୟୁଜିୟମ୍‌ ଡେ’। ସାଂସ୍କୃତିକ ଭାବ ବିନିମୟ ପାଇଁ ମ୍ୟୁଜିୟମ୍‌ ଗୁଡିକର ଗୁରୁତ୍ୱ ରହିଛି।  ଏହି ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଏ। ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ ଆଦିବାସୀ ନୃତ୍ୟ, ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌ ଆକ୍ରୋପୋଲିସ୍‌ ମ୍ୟୁଜିୟମ୍‌, ଗ୍ରୀସ୍ ନ୍ୟାସନାଲ୍‌ ମ୍ୟୁଜିୟମ୍‌, […]

author-image
Otv Khabar Bureau
ଆଜି ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ, ଦେଖନ୍ତୁ ମ୍ୟୁଜିୟମ୍‌ର ଫଟୋ

Museum of Tribal Art and Artefact, Bhubaneshwar

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ମେ ୧୮ ତାରିଖ, ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ବା ଇଣ୍ଟରନ୍ୟାସନାଲ ମ୍ୟୁଜିୟମ୍‌ ଡେ’। ସାଂସ୍କୃତିକ ଭାବ ବିନିମୟ ପାଇଁ ମ୍ୟୁଜିୟମ୍‌ ଗୁଡିକର ଗୁରୁତ୍ୱ ରହିଛି।  ଏହି ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଭାବେ ପାଳନ କରାଯାଏ।

Advertisment

Odisha state museum

publive-image

ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌

publive-image

ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌

publive-image

ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌

publive-image

ଆଦିବାସୀ ନୃତ୍ୟ, ଓଡ଼ିଶା ଷ୍ଟେଟ୍‌ ମ୍ୟୁଜିୟମ୍‌

publive-image

ଆକ୍ରୋପୋଲିସ୍‌ ମ୍ୟୁଜିୟମ୍‌, ଗ୍ରୀସ୍

publive-image

ନ୍ୟାସନାଲ୍‌ ମ୍ୟୁଜିୟମ୍‌, ଭାରତ

publive-image

publive-image

ମ୍ୟାରିଟାଇମ୍‌ ମ୍ୟୁଜିୟମ୍‌, ଓଡ଼ିଶା

publive-image

ମ୍ୟାରିଟାଇମ୍‌ ମ୍ୟୁଜିୟମ୍‌, ଓଡ଼ିଶା

publive-image

ମ୍ୟାରିଟାଇମ୍‌ ମ୍ୟୁଜିୟମ୍‌, ଓଡ଼ିଶା

publive-image

ଦ ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌, ସାଉଥ୍‌ କେନ୍‌ସିଙ୍ଗଟନ୍‌

publive-image

ଗୋଲ୍‌ଡେନ୍‌ ହିଷ୍ଟ୍ରି ମ୍ୟୁଜିୟମ୍‌, କୋଲୋରାଡୋ, ୟୁଏସ୍‌

୧୯୭୭ ମସିହାରୁ ଏହି ଦିବସକୁ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ମ୍ୟୁଜିୟମ୍‌ରେ ଶହଶହ ବର୍ଷର ପୂରାତନ ସାମଗ୍ରୀ ସଜା ହୋଇ ରହିଥାଏ, ଯାହାକୁ ଦେଖିଲେ ଜୀବନ୍ତ ଲାଗେ। ଫଳରେ ଅତୀତର ସ୍ମୃତିକୁ ରୋମନ୍ଥନ କରିହୁଏ।

Museum International Museum Day
Advertisment
Advertisment