mars-
Advertisment
ଦୀର୍ଘ ୧୫ ବର୍ଷ ପରେ ବିରଳ ମହାଜାଗତିକ ସୌନ୍ଦର୍ଯ୍ୟ ଦେଖିବାକୁ ମିଳିପାରେ I ୨୦୦୩ ମସିହା ପରେ ଏହି ବର୍ଷ ପୃଥିବୀ ଓ ମଙ୍ଗଳ ଗ୍ରହ ନିକଟତର ହେବେ I ନାସାର ସୂଚନା ମୁତାବକ ଏହା ଜୁଲାଇ ୨୭ ତାରିଖରେ ଦେଖାଯିବ I ଅନ୍ତରୀକ୍ଷରେ ମଙ୍ଗଳ, ପୃଥିବୀ ଓ ସୂର୍ଯ୍ୟ ଏକ ସରଳ ରେଖାରେ ରହିବେ I ସୂର୍ଯ୍ୟର କିରଣ ମଙ୍ଗଳ ଉପରେ ପଡିବା ଦ୍ୱାରା ପୃଥିବୀରୁ ଭଲ ଭାବରେ ଏହା ଦେଖିହେବ I
୬୦,୦୦୦ ବର୍ଷ ପରେ ୨୦୦୩ରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା I ପୁଣି ଥରେ ଚଳିତ ବର୍ଷ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ I
Advertisment
ସୌଜନ୍ୟ : IANS
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mars-generic_1626677598.jpg)