Advertisment

ମିଳିବ ମାର୍ଚ୍ଚ ଦରମା, ସରକାର ନେଲେ ପଦକ୍ଷେପ

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମାର୍ଚ୍ଚ ମାସର ଦରମା ପ୍ରଦାନ ନେଇ ପ୍ରତିବନ୍ଧକ ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ଏନେଇ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟ, ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୭-୧୮ ବର୍ଷ ପାଇଁ ଆନୁଆଲ ଏଷ୍ଟାବ୍ଲିସ୍‌ମେଣ୍ଟ  ରିପୋର୍ଟ ବା AER ପ୍ରଦାନ ହୋଇନଥିବାରୁ ଦରମା ମିଳିବାରେ ବିଳମ୍ବ  ହେଉଥିଲା। ହ୍ୟୁମାନ୍‌ ରିସୋର୍ସେସ୍ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ତଥା HRMSକୁ DDOମାନେ ଏହି ରିପୋର୍ଟ ପ୍ରଦାନ […]

author-image
Otv Khabar Bureau
ମିଳିବ ମାର୍ଚ୍ଚ ଦରମା, ସରକାର ନେଲେ ପଦକ୍ଷେପ

govt. employee

ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କ ମାର୍ଚ୍ଚ ମାସର ଦରମା ପ୍ରଦାନ ନେଇ ପ୍ରତିବନ୍ଧକ ଦୂର କରିବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ଏନେଇ ଅର୍ଥ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟ, ପ୍ରମୁଖ ସଚିବ, ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।

Advertisment

ଏଥିରେ ଉଲ୍ଲେଖ କରାଯାଇଛି ଯେ ୨୦୧୭-୧୮ ବର୍ଷ ପାଇଁ ଆନୁଆଲ ଏଷ୍ଟାବ୍ଲିସ୍‌ମେଣ୍ଟ  ରିପୋର୍ଟ ବା AER ପ୍ରଦାନ ହୋଇନଥିବାରୁ ଦରମା ମିଳିବାରେ ବିଳମ୍ବ  ହେଉଥିଲା। ହ୍ୟୁମାନ୍‌ ରିସୋର୍ସେସ୍ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ ତଥା HRMSକୁ DDOମାନେ ଏହି ରିପୋର୍ଟ ପ୍ରଦାନ କରିପାରିନଥିଲେ ଫଳରେ ଦରମା ଦେବାରେ ବିଳମ୍ବ ହୋଇଥିଲା।

ତେବେ ଯେଉଁ DDOମାନେ AER ରିପୋର୍ଟ ଦେଇ ପାରିନାହାନ୍ତି, ସେମାନଙ୍କୁ ମାର୍ଚ୍ଚ ମାସର ଦରମା ବିଲ୍‌ ପ୍ରଦାନ କରିବାକୁ କୁହାଯାଇଛି। AER ରିପୋର୍ଟ ପ୍ରଦାନ କରିବାରେ ଅସୁବିଧା ହେଉଥିବା ଦୃଷ୍ଟିରେ ରଖି ଅର୍ଥ ବିଭାଗ ଏହି ପଦକ୍ଷେପ ନେଇଛନ୍ତି।

Advertisment
Odisha Government Employee Government Employee Salary
Advertisment
Advertisment