Advertisment

ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା। ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳାଇରେ ଜଣେ କଲେଜ ଛାତ୍ରୀ ସ୍କୁଟିରେ ଘରକୁ ଫେରୁଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଦୁର୍ବୃତ୍ତ ଜଣକ ତାକୁ ଦୁଷ୍କର୍ମ ପରେ ଅଶ୍ଳୀଳ ଫଟୋ ଉଠାଇବାକୁ ବାଧ୍ୟ କରିଥିବା ମଧ୍ୟ ଛାତ୍ରୀ ଜଣକ କହିଛନ୍ତି। ଧମକ ଚମକ ଦେଇ ଫଟୋ ଉଠାଇଥିବାବେଳେ ଏହାକୁ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହି ଅଶ୍ଳୀଳ […]

author-image
Otv Khabar Bureau
ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

kendrapara

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଅଭାବନୀୟ ଘଟଣା। ଛୁରୀ ଦେଖାଇ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳାଇରେ ଜଣେ କଲେଜ ଛାତ୍ରୀ ସ୍କୁଟିରେ ଘରକୁ ଫେରୁଥିବାବେଳେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଦୁର୍ବୃତ୍ତ ଜଣକ ତାକୁ ଦୁଷ୍କର୍ମ ପରେ ଅଶ୍ଳୀଳ ଫଟୋ ଉଠାଇବାକୁ ବାଧ୍ୟ କରିଥିବା ମଧ୍ୟ ଛାତ୍ରୀ ଜଣକ କହିଛନ୍ତି।

Advertisment

ଧମକ ଚମକ ଦେଇ ଫଟୋ ଉଠାଇଥିବାବେଳେ ଏହାକୁ ଭାଇରାଲ କରିବାକୁ ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ସେହି ଅଶ୍ଳୀଳ ଫଟୋ ଦେଖାଇ ବାହାହେବାକୁ ମଧ୍ୟ ଧମକ ଦେଉଥିବା ଛାତ୍ରୀଜଣକ ସଦର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଉଭୟଙ୍କ ବୟାନ ରେକର୍ଡ କରିଛି।

Odisha Kendrapara Girl Student Raped Rape After Kidnap
Advertisment
Advertisment