/odishatv-khabar/media/post_attachments/uploadimage/library/16_9/16_9_0/cow_1626504605.jpg)
cow
ଅନୁଗୁଳ: ବେଆଇନ ଗୋ-ଚାଲାଣକୁ ନେଇ ଅନୁଗୁଳରେ ଉତ୍ତେଜନା। ଆଜି ସକାଳୁ ବନ୍ତଳା ଛକ ଦେଇ ୧୫ଟି ଗୋରୁ ବୋଝେଇ ଟ୍ରକ୍ ଯାଉଥିବା ସୂଚନା ପାଇ ସ୍ଥାନୀୟ ବନ୍ତଳା ଗୋ ସୁରକ୍ଷା ମଞ୍ଚ, ବିଶ୍ୱହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ଗୋରୁ ବୋଝେଇ ଗାଡ଼ିଗୁଡ଼ିକୁ ଅଟକା ଯାଇଥିଲା।
Advertisment
ଏହି ସଂଗଠନ ପକ୍ଷରୁ ୮ଟି ଗାଡ଼ିକୁ ଅଟକା ଯାଇଥିବା ବେଳେ ଅନ୍ୟ ୭ଟି ଗାଡ଼ି ଖସି ପଳାଇଥିଲା। ଅଟକ ଗାଡ଼ି ଭିତରେ କିଛି ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଫଲରେ ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରୁଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)