/odishatv-khabar/media/post_attachments/uploadimage/library/16_9/16_9_0/cotton-mill_1626502990.jpg)
fire in cotton mill
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବେଲପଡ଼ା ଅଞ୍ଚଳରେ କପା ମିଲ୍ରେ ନିଆଁ। କପାଣି ଗାଁରେ ଥିବା ରାଧାରମଣ କପା ମିଲ୍ରେ ନିଆଁ ଲାଗି କୋଟିଏରୁ ଅଧିକ ଟଙ୍କାର କପା ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ପୋଡ଼ି ଯାଇଥିବା ସୂଚନା ମିଳିଛି।
Advertisment
ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। କପା ମିଲ୍ର ମାଲିକ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପାଟଣାଗଡ଼ ଓ ବେଲପଡ଼ାରୁ ୪ଟି ଦମକଳ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା।
ତେବେ କପା ମିଲ୍ରେ ଏହି ଅଗ୍ନିକାଣ୍ଡ ପଛର କାରଣ ଏବେବି ଅସ୍ପଷ୍ଟ ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)