/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error797_1626695982.jpg)
vlcsnap-error797
ଟିଟିଲାଗଡ଼: ପୁଣି ବିଷ ପିଇ ଜୀବନ ହାରିଲେ ଚାଷୀ। ଭବାନୀପାଟଣା ବ୍ଲକ ମାଦିଗୁଡ଼ା ଗାଁର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫସଲ ନଷ୍ଟ ଓ ଋଣଭାରଯୋଗୁଁ ଗତକାଲି ଚାଷୀ ଜଣକ ବିଷ ପିଇ ଦେଇଥିଲେ। ଆଜି ଟିଟିଲାଗଡ଼ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଛି। ଅଭିଯୋଗ ଅନୁସାରେ, ସଂପୃକ୍ତ ଚାଷୀ ୪ ଏକର ଜମିରେ କପା ଚାଷ ପାଇଁ ୪ ଲକ୍ଷ ଟଙ୍କା ଋଣ କରିଥିଲେ। ତେବେ ଚାଷ ନଷ୍ଟ ହେବାରୁ ଋ଼ଣଭାରରେ ସେ ବିଷ ପିଇଥିବା ଅଭିଯୋଗ ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)