/odishatv-khabar/media/post_attachments/uploadimage/library/16_9/16_9_0/fake-student_1626504134.jpg)
fake student
ରାଉରକେଲା : ନିଟ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ। ଗତକାଲି ରାଉରକେଲା ଡିଏଭି ପବ୍ଳିକ ସ୍କୁଲରେ ହୋଇଥିବା ପରୀକ୍ଷା ସମୟରେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଧରିବାରେ ସ୍କୁଲ କର୍ତ୍ତୃପକ୍ଷ ସକ୍ଷମ ହୋଇଛନ୍ତି। ତାଙ୍କ ନାଁ ରମେଶ କୁମାର। ଘର ରାଜସ୍ଥାନର ଡୁଙ୍ଗୁରୀ ଗ୍ରାମରେ।
Advertisment
ଖବର ପାଇବାପରେ ଉଦିତନଗର ପୋଲିସ ଛାତ୍ରକୁ ଗିରଫ କରିଛି। ରମେଶ ଓଡ଼ିଶାର ଜଣେ ଛାତ୍ରଙ୍କ ପାଇଁ ପରୀକ୍ଷା ଦେବାକୁ ଆସିଥିଲେ। ଏହା ପଛରେ ଏକ ବଡ ରାକେଟ ଚାଲୁଥିବା ପୋଲିସ ଅନୁମାନ କରି ତଦନ୍ତ ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)