Advertisment

ଉତ୍ତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଦିଲ୍ଲୀ, ଏନସିଆର, ଗୁରୁଗ୍ରାମ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି।  ଭୂକମ୍ପ ପ୍ରଭାବରେ ହିମାଚଳ ପ୍ରଦେଶ, ପଂଜାବ ଓ ଜାମ୍ମୁ କାଶ୍ମୀର କିଛି ଅଂଚଳ ଥରି ଉଠିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ହୋଇଥିବା ସୂଚନା ମିଳିଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

author-image
Otv Khabar Bureau
ଉତ୍ତର ଭାରତରେ ଭୂକମ୍ପର ଝଟକା

delhi

ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟକା। ଦିଲ୍ଲୀ, ଏନସିଆର, ଗୁରୁଗ୍ରାମ ଅଂଚଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି।  ଭୂକମ୍ପ ପ୍ରଭାବରେ ହିମାଚଳ ପ୍ରଦେଶ, ପଂଜାବ ଓ ଜାମ୍ମୁ କାଶ୍ମୀର କିଛି ଅଂଚଳ ଥରି ଉଠିଥିଲା।

Advertisment

ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନରେ ହୋଇଥିବା ସୂଚନା ମିଳିଛି।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଭୂମିକମ୍ପ ପରେ କୌଣସି ସ୍ଥାନରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Delhi-NCR Earthquake Struck Northern Afghanistan
Advertisment
Advertisment