Advertisment

ଏନ୍‌କାଉଣ୍ଟରରେ ଆହତ ଅପରାଧୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ବ୍ରହ୍ମପୁର: ଭଞ୍ଜନଗର ବୁଗୁଡ଼ା ଥାନା ବାଘୁଆ ଜଙ୍ଗଲରେ ଏନ୍‌କାଉଣ୍ଟରରେ ଆହତ ଅପରାଧୀ ଶ୍ରୀକାନ୍ତ ରଣାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶ୍ରୀକାନ୍ତର ମୃତ୍ୟୁ ନେଇ ଭଞ୍ଜନଗର SDPO ସୂଚନା ଦେଇଛନ୍ତି। ଏନ୍‌କାଉଣ୍ଟରରେ ଶ୍ରୀକାନ୍ତ ଆହତ ହେବା ପରେ ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଥିଲେ। ସୂଚନାଥାଉ କି, ଗତକାଲି ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା ଆହତ ହୋଇଥିଲେ। ଗୌରୀର ଘର ଭଞ୍ଜନଗର ଥାନା ମୁଦୁଲିପଲିରେ ହୋଇଥିବା ବେଳେ ଶ୍ରୀକାନ୍ତ ଓରଫ […]

author-image
Otv Khabar Bureau
ଏନ୍‌କାଉଣ୍ଟରରେ ଆହତ ଅପରାଧୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

buguda

ବ୍ରହ୍ମପୁର: ଭଞ୍ଜନଗର ବୁଗୁଡ଼ା ଥାନା ବାଘୁଆ ଜଙ୍ଗଲରେ ଏନ୍‌କାଉଣ୍ଟରରେ ଆହତ ଅପରାଧୀ ଶ୍ରୀକାନ୍ତ ରଣାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶ୍ରୀକାନ୍ତର ମୃତ୍ୟୁ ନେଇ ଭଞ୍ଜନଗର SDPO ସୂଚନା ଦେଇଛନ୍ତି। ଏନ୍‌କାଉଣ୍ଟରରେ ଶ୍ରୀକାନ୍ତ ଆହତ ହେବା ପରେ ବ୍ରହ୍ମପୁର MKCGରେ ଭର୍ତ୍ତି ହୋଇଥିଲେ।

Advertisment

ସୂଚନାଥାଉ କି, ଗତକାଲି ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୌରୀ ସ୍ୱାଇଁ ଓ ଶ୍ରୀକାନ୍ତ ରଣା ଆହତ ହୋଇଥିଲେ। ଗୌରୀର ଘର ଭଞ୍ଜନଗର ଥାନା ମୁଦୁଲିପଲିରେ ହୋଇଥିବା ବେଳେ ଶ୍ରୀକାନ୍ତ ଓରଫ ଟେରୁର ଘର ଭୁବନେଶ୍ୱର ଭରତପୁର ଅଞ୍ଚଳର।

ଏମାନଙ୍କ ବିରୋଧରେ ହତ୍ୟା, ଡକାୟତି, ଅପହରଣ, ରାହାଜାନି, ବୋମା ବିସ୍ଫୋରଣ, ବଟି ଆଦାୟ ଓ ଗାଡ଼ି ଚୋରି ଭଳି ମାମଲା ରହିଛି।

Advertisment
Encounter Criminal Dies
Advertisment
Advertisment