/odishatv-khabar/media/post_attachments/uploadimage/library/16_9/16_9_0/crimebranch_1626504477.jpg)
crimebranch
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ କବଜାରେ ବିଲ୍ଡର ପ୍ରେମାନନ୍ଦ ମହାପାତ୍ର। ଫ୍ଲାଟ୍ ଦେବା ନାଁରେ ସାଢେ ୪ କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପ୍ରେମାନନ୍ଦଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ଭୁବନେଶ୍ୱର ତମାଣ୍ଡୋ ଆଖପାଖ ଅଞ୍ଚଳରେ ଫ୍ଲାଟ ଦେବାକୁ କହି ଲୋକଙ୍କୁ ଠକିଥିବା ଅଭିଯୋଗ ରହିଛି।
Advertisment
ଗିରଫ ବିଲ୍ଡର ପ୍ରେମାନନ୍ଦ ହେଉଛନ୍ତି ଗୋଲ୍ଡେନ୍ ଭିୟୁ ଇନ୍ଫ୍ରାଷ୍ଟକ୍ଚର ଲିମିଟେଡ୍ ସଂସ୍ଥାର ମୁଖ୍ୟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)