Advertisment

ଉଷସୀଙ୍କ ନାଁରେ ପାଲଟା ମାମଲା କଲେ ଅଭିଯୁକ୍ତ

ଅନୁଗୁଳ : ଦୁର୍ବ୍ୟବହାର ମାମଲାରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ନାଁରେ ପାଲଟା ମାମଲା କଲେ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ। ତାଳଚେର SDJM କୋର୍ଟରେ ଉଷସୀଙ୍କ ନାଁରେ ମାମଲା ଦାଏର କରିଥିବା ଜଣାପଡିଛି। ଉଷସୀ ତାଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ତଳେ ପକାଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ମଧ୍ୟ ଦର୍ଶାଇଛନ୍ତି। ସେପଟେ  ଉଷସୀଙ୍କୁ ନ୍ୟାୟ ଦେବା ଲାଗି ତାଳଚେର ଯୁବ ସମାଜସେବୀ ସଂଗଠନ ଦାବି କରିଛି। ଏ ନେଇ ସଂଗଠନର କର୍ମକର୍ତ୍ତାମାନେ ଉତ୍ତର-କେନ୍ଦ୍ରାଞ୍ଚଳ […]

author-image
Otv Khabar Bureau
ଉଷସୀଙ୍କ ନାଁରେ ପାଲଟା ମାମଲା କଲେ ଅଭିଯୁକ୍ତ

usashi1

ଅନୁଗୁଳ : ଦୁର୍ବ୍ୟବହାର ମାମଲାରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କ ନାଁରେ ପାଲଟା ମାମଲା କଲେ ଅଭିଯୁକ୍ତ ଇନ୍ଦ୍ରମଣି ସାହୁ। ତାଳଚେର SDJM କୋର୍ଟରେ ଉଷସୀଙ୍କ ନାଁରେ ମାମଲା ଦାଏର କରିଥିବା ଜଣାପଡିଛି। ଉଷସୀ ତାଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।

Advertisment

ତଳେ ପକାଇ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ମଧ୍ୟ ଦର୍ଶାଇଛନ୍ତି। ସେପଟେ  ଉଷସୀଙ୍କୁ ନ୍ୟାୟ ଦେବା ଲାଗି ତାଳଚେର ଯୁବ ସମାଜସେବୀ ସଂଗଠନ ଦାବି କରିଛି। ଏ ନେଇ ସଂଗଠନର କର୍ମକର୍ତ୍ତାମାନେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି।

Odisha Counter FIR Lodged Ollywood ActressUsasi Misra Talcher SDJM
Advertisment
Advertisment