/odishatv-khabar/media/post_attachments/uploadimage/library/16_9/16_9_0/huka-bar_1626502799.jpg)
huka bar
ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୁକା ବାର୍ ଉପରେ ଚଢ଼ାଉ। ନୟାପଲ୍ଲୀ ଅଞ୍ଚଳରେ ଏହି ହୁକା ବାର ଥିବାବେଳେ ଆଜି କମିଶନ୍ରେଟ୍ ପୋଲିସ ତରଫରୁ ଅଚାନକ ଚଢାଉ କରାଯାଇଥିଲା।
Advertisment
ବେଆଇନ୍ ଭାବେ ହୁକା ବାର୍ ଚାଲୁଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଥିବା କୁହାଯାଉଛି। ଚଢାଉ ସମୟରେ ୨ଟି ହୁକା ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି। ସେପଟେ ଅଭିଯୋଗକୁ ହୋଟେଲ ପକ୍ଷରୁ ଖଣ୍ଡନ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)