/odishatv-khabar/media/post_attachments/uploadimage/library/16_9/16_9_0/cm-1_1626437742.jpg)
cm
ଧାମରା : ଭଦ୍ରକ ଜିଲ୍ଲା ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣର ଶୁଭ ଉଦଘାଟନ। ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମରା ବନ୍ଦରରେ ବୃହତ ମାଲବାହୀ ଏବଂ ଫର୍ଟିଲାଇଜର ବର୍ଥର ଆରମ୍ଭ ହୋଇଛି।
Advertisment
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଧାମରା ବନ୍ଦର ଯୋଗୁ ରାଜ୍ୟରେ ସାର ସଙ୍କଟ ଦୂରୀଭୂତ ହେବା ସହ କୃଷିର ବିକାଶ ହୋଇଛି ଏବଂ ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ମିଳିବ। ଏହାସହ ମୁଖ୍ୟମନ୍ତ୍ରୀ ଭଦ୍ରକରେ ଅଦାନୀ ଡିଏଭି ପବ୍ଲିକ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)