Advertisment

ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା: ଭବାନୀପାଟଣାରେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ। ୨ଦିନ କାଳ ଦୁଷ୍କର୍ମ ପରେ ରାସ୍ତାରେ ଛାଡ଼ି ପଳାଇଲା ଅଭିଯୁକ୍ତ। ଘଟଣା ସମ୍ପର୍କରେ ଥୁଆମୂଳ ରାମପୁର ଥାନାରେ ପରିବାର ଲୋକଙ୍କ ଏତଲା ପରେ ପୋଲିସ ତନାଘନା ଚଳାଇଛି। ପୀଡ଼ିତା ଜଣକ ଏକୋଇଶା ଭୋଜି ଖାଇବାକୁ ବଡ଼ବାପା ଘରକୁ ଯାଇଥିଲାବେଳେ ସେଠାରୁ ଜଣେ ସଂପର୍କୀୟ ଭିଣୋଇ ଅପହରଣ କରି ନେଇଥିଲା। ୨ ଦିନ କାଳ ଅଟକ ରଖି ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଗତକାଲି ସଂଧ୍ୟାରେ […]

author-image
Otv Khabar Bureau
ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ

bhawanipatna

ଭବାନୀପାଟଣା: ଭବାନୀପାଟଣାରେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଅପହରଣ ସହ ଦୁଷ୍କର୍ମ ଅଭିଯୋଗ। ୨ଦିନ କାଳ ଦୁଷ୍କର୍ମ ପରେ ରାସ୍ତାରେ ଛାଡ଼ି ପଳାଇଲା ଅଭିଯୁକ୍ତ।

Advertisment

ଘଟଣା ସମ୍ପର୍କରେ ଥୁଆମୂଳ ରାମପୁର ଥାନାରେ ପରିବାର ଲୋକଙ୍କ ଏତଲା ପରେ ପୋଲିସ ତନାଘନା ଚଳାଇଛି। ପୀଡ଼ିତା ଜଣକ ଏକୋଇଶା ଭୋଜି ଖାଇବାକୁ ବଡ଼ବାପା ଘରକୁ ଯାଇଥିଲାବେଳେ ସେଠାରୁ ଜଣେ ସଂପର୍କୀୟ ଭିଣୋଇ ଅପହରଣ କରି ନେଇଥିଲା।

୨ ଦିନ କାଳ ଅଟକ ରଖି ଅଭିଯୁକ୍ତ ଦୁଷ୍କର୍ମ କରିବା ପରେ ଗତକାଲି ସଂଧ୍ୟାରେ ଛାଡ଼ି ପଳାଇଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Advertisment
Minor Girl Raped Bhawanipatna Minor Girl Rape
Advertisment
Advertisment