Advertisment

ବିମାନରେ ଯାତ୍ରୀଙ୍କୁ ମିଳିବ ମୋବାଇଲ ଓ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ : ବିମାନରେ ଯାତ୍ରୀଙ୍କୁ ମିଳିବ ଫୋନରେ କଥାହେବା ସହ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ସୁଯୋଗ। ବିମାନରେ ଯାତ୍ରୀଙ୍କୁ ଫୋନ ସେବା ନେଇ ଟେଲିକମ ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗ୍‌ନାଲ ନିଷ୍ପତ୍ତି। ଫଳରେ ଘରୋଇ କିମ୍ବା ବିଦେଶୀ ବିମାନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ। ଯାତ୍ରୀମାନେ ମୋବାଇଲ ଫୋନରେ କଥା ହୋଇପାରିବା ସହ ଇଣ୍ଟନରେଟ ବ୍ୟବହାର କରିପାରିବେ। ବିମାନ ୩ ହଜାର ମିଟର ଉପରେ ଉଡାଣ ଆରମ୍ଭ କଲେ ଯାତ୍ରୀଙ୍କୁ ଏହି […]

author-image
Otv Khabar Bureau
ବିମାନରେ ଯାତ୍ରୀଙ୍କୁ ମିଳିବ ମୋବାଇଲ ଓ ଇଣ୍ଟରନେଟ ସେବା

plane

ନୂଆଦିଲ୍ଲୀ : ବିମାନରେ ଯାତ୍ରୀଙ୍କୁ ମିଳିବ ଫୋନରେ କଥାହେବା ସହ ଇଣ୍ଟରନେଟ ବ୍ୟବହାର କରିବା ପାଇଁ ସୁଯୋଗ। ବିମାନରେ ଯାତ୍ରୀଙ୍କୁ ଫୋନ ସେବା ନେଇ ଟେଲିକମ ବିଭାଗ ପକ୍ଷରୁ ମିଳିଛି ଗ୍ରୀନ ସିଗ୍‌ନାଲ ନିଷ୍ପତ୍ତି।

Advertisment

ଫଳରେ ଘରୋଇ କିମ୍ବା ବିଦେଶୀ ବିମାନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ। ଯାତ୍ରୀମାନେ ମୋବାଇଲ ଫୋନରେ କଥା ହୋଇପାରିବା ସହ ଇଣ୍ଟନରେଟ ବ୍ୟବହାର କରିପାରିବେ। ବିମାନ ୩ ହଜାର ମିଟର ଉପରେ ଉଡାଣ ଆରମ୍ଭ କଲେ ଯାତ୍ରୀଙ୍କୁ ଏହି ସୁବିଧା ମିଳିବ।

publive-imageଆସନ୍ତା ୩ରୁ ୪ ମାସ ମଧ୍ୟରେ ଏହି ସେବା ଆରମ୍ଭ କରାଯିବ ବୋଲି ଟେଲିକମ ବିଭାଗ ପକ୍ଷରୁ କୁହାଯାଇଛି। ଦୂରସଂଚାର ବିଭାଗର ସର୍ବୋଚ୍ଚ ନୀତି ନିର୍ମାତା ସଂସ୍ଥାର ବୈଠକରେ, ଟ୍ରାଇର ଏହି ସୁପାରିଶକୁ ମଂଜୁରୀ ମିଳିଛି। ନୂଆ ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ଉନ୍ନତ ମାନର ସେବା ଯୋଗାଇବାରେ ସମର୍ଥ ହେବ ଟ୍ରାଇ।

Advertisment
Flight Make Calls Telecom Commission Passengers
Advertisment
Advertisment