Advertisment

ରଣନୀତି ପାଇଁ ବିଜେପିର ବୋର୍ଡ ବୈଠକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ବୋର୍ଡ ବୈଠକ ହେବ।  ଏଥିରେ ଆସନ୍ତା ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବ। ଆସନ୍ତା ଏପ୍ରିଲ ୨ରେ ୫୮ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ଏନେଇ ଫେବୃୟାରୀ ୨୩ରେ ନିର୍ବଚାନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରବି ଶଙ୍କର ପ୍ରସାଦ, ଜେ.ପି. ନଡ୍ଡା, ଥାୱରଚାନ୍ଦ ଗେହଲଟ ଓ  ରାମଦାସ ଅଠୱାଲେଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିସହ  ବୋର୍ଡ ବୈଠକରେ ମେଘାଳୟ, […]

author-image
Otv Khabar Bureau
ରଣନୀତି ପାଇଁ ବିଜେପିର ବୋର୍ଡ ବୈଠକ

bjp

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ବୋର୍ଡ ବୈଠକ ହେବ।  ଏଥିରେ ଆସନ୍ତା ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବ।

Advertisment

ଆସନ୍ତା ଏପ୍ରିଲ ୨ରେ ୫୮ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ଏନେଇ ଫେବୃୟାରୀ ୨୩ରେ ନିର୍ବଚାନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରବି ଶଙ୍କର ପ୍ରସାଦ, ଜେ.ପି. ନଡ୍ଡା, ଥାୱରଚାନ୍ଦ ଗେହଲଟ ଓ  ରାମଦାସ ଅଠୱାଲେଙ୍କ କାର୍ଯ୍ୟକାଳ ଶେଷ ହେଉଛି।

Advertisment

ଏଥିସହ  ବୋର୍ଡ ବୈଠକରେ ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଆଲୋଚନା ହେବ।

Advertisment
Advertisment