Advertisment

ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିଜେଡ଼ିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଭୁବନେଶ୍ୱର: ତୈଳ ବଜାରରେ ନିଆଁ। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି।  ଏହାର ପ୍ରତିବାଦରେ କେନ୍ଦ୍ରକୁ ଟାର୍ଗେଟ୍ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛି ବିଜେଡ଼ି। ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି।  ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ ଥିବା ପେଟ୍ରୋଲ ପମ୍ପରେ ଧାରଣା ଦିଆଯାଇଥିଲା।  ତେବେ ବିଜେପି ଏହାର ଜବାବ ରଖିଛି। ଦଳ କହିଛି, […]

author-image
Otv Khabar Bureau
ରାଜ୍ୟର ସବୁ ପେଟ୍ରୋଲ ପମ୍ପ ଆଗରେ ବିଜେଡ଼ିର ଶାନ୍ତିପୂର୍ଣ୍ଣ ପ୍ରତିବାଦ

bjd

ଭୁବନେଶ୍ୱର: ତୈଳ ବଜାରରେ ନିଆଁ। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢି ବଢି ଚାଲିଛି।  ଏହାର ପ୍ରତିବାଦରେ କେନ୍ଦ୍ରକୁ ଟାର୍ଗେଟ୍ କରି ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଛି ବିଜେଡ଼ି।

Advertisment

ବିଜେଡିର ଯୁବ ଓ ଛାତ୍ରବାହିନୀ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଉଛି।  ଗତକାଲି ମଧ୍ୟ ବିଜେଡି ପକ୍ଷରୁ ଯାଜପୁର ଜିଲ୍ଲା ବଡଚଣାରେ ଥିବା ପେଟ୍ରୋଲ ପମ୍ପରେ ଧାରଣା ଦିଆଯାଇଥିଲା।  ତେବେ ବିଜେପି ଏହାର ଜବାବ ରଖିଛି। ଦଳ କହିଛି, ଲୋକଙ୍କୁ ଭୁତେଇବା ପାଇଁ ବିଜେଡି ରାଜନୀତି ପାଇଁ ଏଭଳି ଆନ୍ଦୋଳନ କରୁଛି।

Petrol Pump Petrol Price Petrol Price Hike Hike In Petrol
Advertisment
Advertisment