Advertisment

ସ୍ୱାମୀ ବିରାଟଙ୍କ ସହ ଏମିତି ଜନ୍ମଦିନ ପାଳନ କଲେ ଅନୁଷ୍କା, ଦେଖନ୍ତୁ ଫଟୋ

ମୁମ୍ବାଇ: ୩୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଡିଭା ଅନୁଷ୍କା ଶର୍ମା। ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଅନୁଷ୍କାଙ୍କୁ ମିଳିଛି ଶୁଭେଚ୍ଛା ଏବଂ ଅଭିନନ୍ଦନ। ହେଲେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱାମୀ ବିରାଟ୍ କୋହଲି। ଚଳିତ ଥର ଜନ୍ମଦିନ ବିରାଟ୍‌ଙ୍କ ସହ ପାଳନ କରିଛନ୍ତି ଅନୁଷ୍କା। ଏଭଳି ଏକ ଖୁସି ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିଛନ୍ତି ବିରାଟ୍। ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ହୋଇଛି। Happy B'day my love. The […]

author-image
Otv Khabar Bureau
ସ୍ୱାମୀ ବିରାଟଙ୍କ ସହ ଏମିତି ଜନ୍ମଦିନ ପାଳନ କଲେ ଅନୁଷ୍କା, ଦେଖନ୍ତୁ ଫଟୋ

anushka

ମୁମ୍ବାଇ: ୩୦ ବର୍ଷରେ ପାଦ ଥାପିଛନ୍ତି ବଲିଉଡ ଡିଭା ଅନୁଷ୍କା ଶର୍ମା। ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଅନୁଷ୍କାଙ୍କୁ ମିଳିଛି ଶୁଭେଚ୍ଛା ଏବଂ ଅଭିନନ୍ଦନ। ହେଲେ ଏଥିରୁ ବାଦ୍ ପଡ଼ି ନାହାନ୍ତି ସ୍ୱାମୀ ବିରାଟ୍ କୋହଲି।

Advertisment

ଚଳିତ ଥର ଜନ୍ମଦିନ ବିରାଟ୍‌ଙ୍କ ସହ ପାଳନ କରିଛନ୍ତି ଅନୁଷ୍କା। ଏଭଳି ଏକ ଖୁସି ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିଛନ୍ତି ବିରାଟ୍। ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ହୋଇଛି।

Advertisment

publive-image

publive-image

ବର୍ତ୍ତମାନ ଯାଏ ବିରାଟ୍‌ଙ୍କ ଏହି ଟ୍ୱିଟ୍‌କୁ ପ୍ରାୟ ୬୦ ହଜାରରୁ ଅଧିକ ଲାଇକ୍ ମିଳି ସାରିଛି।

publive-image

publive-image

Anushka Sharma
Advertisment
Advertisment