/odishatv-khabar/media/post_attachments/uploadimage/library/16_9/16_9_0/papu-pom-pom-1-1_1626505311.jpg)
papu pom pom
ଭୁବନେଶ୍ୱର: ଓଲିଉଡ଼ କମେଡି କିଙ୍ଗ୍ ପପୁ ପମ୍ ପମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ନିଆଯିବ ବୋଲି ତାଙ୍କ ନିକଟ ସମ୍ପର୍କୀୟଙ୍କ ପକ୍ଷରୁ ସୂଚନା ମିଳିଛି।
Advertisment
ଅଗ୍ନାଶୟ ବା ପାନ୍କ୍ରିୟାସ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଗତ ୩ ଦିନ ହେଲା ପପୁ ପମ୍ ପମ୍ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଦେଖିବାକୁ ହସ୍ପିଟାଲକୁ ବହୁ ସିନେ କଳାକାର ପହଞ୍ଚୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)