Advertisment

ଧରିତ୍ରୀ ପାଇଁ ଦିନଟିଏ

ନୂଆଦିଲ୍ଲୀ: ଆଜି ହେଉଛି ଧରିତ୍ରୀ ଦିବସ। ପ୍ରତିବର୍ଷ ଏପ୍ରିଲ୍‌ ୨୨ ତାରିଖକୁ ଧରିତ୍ରୀ ଦିବସ ଭାବେ ପାଳନ କରାଯାଇଥାଏ। ପରିବେଶର ସୁରକ୍ଷା କରି ପୃଥିବୀକୁ କିଭଳି ରକ୍ଷା କରାଯାଇପାରିବ, ଏହା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଧରିତ୍ରୀ ଦିବସ ପାଳନ କରାଯାଇଥାଏ। ୧୯୭୦ ମସିହାରେ ପ୍ରଥମେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା। ଜେନେରାଲ୍‌ଡ ନେଲସନ୍‌ ଏହାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ଭାରତ ସମେତ ୧୯୨ଟି ଦେଶରେ ପାଳନ କରାଯାଉଛି। ପୃଥିବୀରେ ଦ୍ରୁତ ଗତିରେ […]

author-image
Otv Khabar Bureau
ଧରିତ୍ରୀ ପାଇଁ ଦିନଟିଏ

World-Earth-Day

ନୂଆଦିଲ୍ଲୀ: ଆଜି ହେଉଛି ଧରିତ୍ରୀ ଦିବସ। ପ୍ରତିବର୍ଷ ଏପ୍ରିଲ୍‌ ୨୨ ତାରିଖକୁ ଧରିତ୍ରୀ ଦିବସ ଭାବେ ପାଳନ କରାଯାଇଥାଏ। ପରିବେଶର ସୁରକ୍ଷା କରି ପୃଥିବୀକୁ କିଭଳି ରକ୍ଷା କରାଯାଇପାରିବ, ଏହା ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଧରିତ୍ରୀ ଦିବସ ପାଳନ କରାଯାଇଥାଏ।

Advertisment

୧୯୭୦ ମସିହାରେ ପ୍ରଥମେ ଆମେରିକାରେ ଏହି ଦିବସ ପାଳନ କରାଯାଇଥିଲା। ଜେନେରାଲ୍‌ଡ ନେଲସନ୍‌ ଏହାକୁ ଆରମ୍ଭ କରିଥିଲେ। ବର୍ତ୍ତମାନ ଏହା ଭାରତ ସମେତ ୧୯୨ଟି ଦେଶରେ ପାଳନ କରାଯାଉଛି।

ପୃଥିବୀରେ ଦ୍ରୁତ ଗତିରେ ପ୍ରଦୂଷଣ ବଢ଼ୁଥିବାରୁ ଏହା ଚିନ୍ତାର ବିଷୟ ପାଲଟିଛି। ପ୍ରଦୂଷଣକୁ ରୋକିବା ପାଇଁ ପ୍ଲାଷ୍ଟିକ ପ୍ରଦୂଷଣ ବନ୍ଦ କରିବା ଏ ବର୍ଷର ଥିମ୍‌ ରଖାଯାଇଛି।

Advertisment
Advertisment
Advertisment