Advertisment

ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା: ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି। ୨୦୧୬ରେ ପୁଟାସିଂ ଥାନା କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ଗୁଣପୁର ଆଡ଼ିସ୍‌ନାଲ୍‌ ସେସନ୍ସ ଜଜ୍‌ କୋର୍ଟ ଏହି ରାୟ ଦେଇଛନ୍ତି। ଗୁଣି ଗାରେଡି ସନ୍ଦେହରେ ପରିବାରର ବାପା, ମା ଓ ଝିଅଙ୍କୁ ନୃଶଂସ ଭାବେ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ହତ୍ୟା ପରେ ଜଙ୍ଗଲରେ ନେଇ ମୃତଦେହ ଗୁଡ଼ିକୁ ମାଟିରେ ପୋତି ଦିଆଯାଇଥିଲା। ସପ୍ତାହକ ପରେ […]

author-image
Otv Khabar Bureau
ଗୁଣିଗାରେଡ଼ି ସନ୍ଦେହରେ ୩ ଜଣଙ୍କୁ ହତ୍ୟା ଘଟଣା: ୯ ଜଣଙ୍କୁ ଫାଶି ଦଣ୍ଡାଦେଶ

gunpur

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି। ୨୦୧୬ରେ ପୁଟାସିଂ ଥାନା କିଟୁଙ୍ଗ ଗାଁ ଟ୍ରିପଲ ମର୍ଡର ମାମଲାରେ ଗୁଣପୁର ଆଡ଼ିସ୍‌ନାଲ୍‌ ସେସନ୍ସ ଜଜ୍‌ କୋର୍ଟ ଏହି ରାୟ ଦେଇଛନ୍ତି।

Advertisment

ଗୁଣି ଗାରେଡି ସନ୍ଦେହରେ ପରିବାରର ବାପା, ମା ଓ ଝିଅଙ୍କୁ ନୃଶଂସ ଭାବେ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ହତ୍ୟା ପରେ ଜଙ୍ଗଲରେ ନେଇ ମୃତଦେହ ଗୁଡ଼ିକୁ ମାଟିରେ ପୋତି ଦିଆଯାଇଥିଲା। ସପ୍ତାହକ ପରେ ମାଟିରୁ ମୃତଦେହକୁ କାଢି ପୋଡ଼ି ଦେଇଥିବା ଜଣାପଡ଼ିଥିଲା। ଫରେସିକ୍‌ ବିଭାଗ ଘଟଣାସ୍ଥଳରୁ ମୃତକଙ୍କ ହାଡ଼,ପାଉଁଶ ଓ ପୋତାଯାଇଥିବା ସ୍ଥଳର କିଛି ମାଟି ସଂଗ୍ରହ କରିଥିଲା।

Advertisment
Triple Murder Gunpur Gunpur Triple Murder
Advertisment
Advertisment