/odishatv-khabar/media/post_attachments/uploadimage/library/16_9/16_9_0/kendrapara_1626432470.jpg)
kendrapara
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ପିତାପାଟ ଗାଁରେ ନାବାଳିକା ଅସଦାଚାରଣ ଅଭିଯୋଗ ଘଟଣାରେ ୭ ଜଣ ଗିରଫ। ୭ଜଣଙ୍କୁ ଗିରଫ କରିଛି ଜମ୍ବୁ ମେରାଇନା ଥାନା ପୋଲିସ୍।
Advertisment
ଅଭିଯୋଗ ଅନୁସାରେ ନାବାଳିକାଙ୍କୁ ଗାଁ ମୁଣ୍ଡରେ ଏହି ୭ଜଣ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହ ମାଡ଼ ମାରିଥିଲେ ଓ ଅସଦାଚରଣ କରିଥିଲେ। ଘଟଣାରେ ନାବାଳିକାର ବୟାନ ରେକର୍ଡ କରିବା ସହ ୭ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)