/odishatv-khabar/media/post_attachments/uploadimage/library/16_9/16_9_0/child_1626432757.jpg)
child
ଖୋର୍ଦ୍ଧା : ବାପା ଋଣ କରି ଶୁଝି ନଥିବାରୁ ଶିଶୁକନ୍ୟାର ଅପହରଣ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଝିଆଙ୍କ ସାହିରେ ଶିଶୁକନ୍ୟାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡ଼ିକୁ ଯାଉଥିବାବେଳେ ଶିଶୁକନ୍ୟାକୁ ଜଣେ ମହିଳା ଅପହରଣ କରିଥିଲେ। ତେବେ ସଂପର୍କୀୟ ଋଣ ବାବଦରେ ୧୫ ହଜାର ଶୁଝିବା ପରେ ମୁକୁଳିଥିଲା ଶିଶୁ।
Advertisment
ସେପଟେ ଅପହର୍ତ୍ତାଙ୍କ ବିରୋଧରେ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)